ଭାରତ ଅଛି ଆମ ଭାଷାରେ,
ଭାରତ ଅଛି ଆମ ସଂସ୍କୃତିରେ,
ଭାରତ ଅଛି ଆମ ତ୍ରିରଙ୍ଗାରେ,
ଭାରତ ଅଛି ଆମ ଗୀତରେ
ଆମ ସଙ୍ଗୀତରେ,
ଭାରତ ଅଛି ଆମ ପ୍ରେମରେ
ଆମ ସତ୍ୟରେ ।
English rendering;
India is in our language,
India is in our culture,
India is in our tricolour,
India is in our poetry,
In our songs,
India is in our love,
In our truth.
This poem has not been translated into any other language yet.
I would like to translate this poem