ନିମନ୍ତ୍ରଣ Invitation Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିମନ୍ତ୍ରଣ Invitation

Rating: 5.0

ନିମନ୍ତ୍ରଣ
ଗଜାନନ ମିଶ୍ର

ଆସି ନାହିଁ,
ଆସି ନାହିଁ ନିମନ୍ତ୍ରଣ
ଯିବାକୁ ଦେଖିବାକୁ ଦିଗନ୍ତ।

ଦିଗନ୍ତ ହସୁଛି କି
କାନ୍ଦୁଛି ନାଇଁ ଜଣା।
ନାଇଁ ଜଣା ପୁଣି
ହେବ କଣ ଧୂସର କି
ଈସତ୍ ହଳଦିଆ
ଏ ଶିଳା।

ଏ ଶିଳା ଏମିତି
ଏଇଠି ଧ୍ୱସ୍ତ,
ଏମିତି ଏ ସକାଳ
ଆଉ ଏସଂଧ୍ୟା ବି
ରକ୍ତାକ୍ତ।

ରକ୍ତାକ୍ତ ସମୟ,
କବିତା ବି
ଉଠୁଛି ଶିହରି।
ଉଠୁଛି ଶିହରି
ଆକାଶ ପାତାଳ
କାଠଚଂପା ସବୁ
ପଡୁଛି ଝଡି।

କୋଉଠି ମାଟି?

ତପୋବନ, ଟିଟିଲାଗଡ, ବଲାଙ୍ଗିର
29/5/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success