ଆମନ୍ତ୍ରଣ କରି ନେ ନା ମରଣ Invite Not Your Own Death Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମନ୍ତ୍ରଣ କରି ନେ ନା ମରଣ Invite Not Your Own Death

Rating: 5.0

ତୋର ଦାନକୁ
ଆମର ନାହିଁ ଆଶ,
ଆମେ ରାଗିଲେ
ତୋର ହେବ ସର୍ବନାଶ।

ତୁ କି ଦଣ୍ଡଧାରୀ,
ଦ୍ୱନ୍ଦ୍ୱକୁ ଆସୁଛୁ କିଆଁ
ଭାଷାକୁ ମାରି!

ଦ୍ରୋହ କର ନା,
ବଡପଣ ଦେଖାଇ,
ତପୀ ଯୋଗୀ
ସନ୍ନ୍ୟାସୀଙ୍କ ଆଗରେ
ମୁଁ ମୁଁ କହି,
ଜଳନ୍ତା ଅନଳେ
ଝାସ ଦେ ନା।

ତୋର ଦାନକୁ
ଆମର ନାହିଁ ଆଶ,
ଆମଠୁ ନ ନେଲେ ତୁ,
ନ ଥିବ ତୋର କିଛି ଅବଶେଷ।

ତୁ କି ଲୋକର ଲୋକ,
ନାହିଁ ତୋର ଚେରମୂଳ।

ଆମନ୍ତ୍ରଣ କରି ନେ ନା
ତୋ ନିଜର ମରଣ।

ଲାଗ ନା, ଲାଗନାରେ,
ଲଗ୍ନପତ୍ର କାଢି
ଦେଖି ନେ
ଶିକ୍ଷାଦୀକ୍ଷା ନେବାର ଦିନ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success