ଖାଅ ଭାତ
ଗଜାନନ ମିଶ୍ର
ଜଲଦି ଜଲଦି
ଖାଅ ଭାତ
ଜିମା ଦେଖି
ଜଗନ୍ନାଥ ।
ନାଇଁ କାନ୍ଦ
ନାଇଁ କାନ୍ଦ
ଭାଇଭଉଣୀ
ଆଭିଆନ
ଆଇସାନୀ
ଗାଅ ଗୀତ।
ତୁମର
ଏ ତପୋବନ।
ତୁମେ ଆମର
ଧନ ଜୀବନ।
ନାଚ ହସ।
ତୁମ ପାଇଁ
ଏ ମାଟି ଆଉ
ଏ ଆକାଶ।
ସବୁ ଆଲୁଅ
ସବୁ ସୁଖ
ତୁମର।
ଆଭିଆନ
ଆଇସାନୀ
ଖାଇଦିଅ ଭାତ
ଜିମା ଦେଖି
ବାଲିଜାତ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
03/11/2019
This poem has not been translated into any other language yet.
I would like to translate this poem
Great love for childhood, great write