Janha jaluchhi
Aau kanduchhi jibana pain.
Janha neuchhi mate
Swapna khyaya karibaku.
Janha kouthi mo bhitare
Pacharuchhi patniku.
Samayaku deba bujhai
Neuchghi patni anumati.
-
In Odia lipi;
ଜଳୁଛି ଜହ୍ନ
ଆଉ କାନ୍ଦୁଛି ଜୀବନ ପାଇଁ ।
ଜହ୍ନ ନେଉଛି ମତେ
ସ୍ଵପ୍ନ କ୍ଷୟ କରିବାକୁ ।
ଜହ୍ନ କୋଉଠି ମୋ ଭିତରେ
ପଚାରୁଛି ପତ୍ନୀକୁ ।
ସମୟକୁ ଦେବ ବୁଝାଇ
ନେଉଛି ପତ୍ନୀ ଅନୁମତି ।