ଜୟନ୍ତୀ ହୋଟେଲ Jayanti Hotel Closed Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୟନ୍ତୀ ହୋଟେଲ Jayanti Hotel Closed

Rating: 5.0

1

ୟାକୁ ନେଇ ଏତେ କାଣ୍ଡ।
ଭର୍ତ୍ତି ଶଳେ ସବୁଠି ଭାଣ୍ଡ।

ମେଟାଅ ଗାର,
ସବୁଶଳେ ଖାର।
ଟଙ୍କା ଦଶଟା ପାଇଁ
ଗୁପଚୁପ୍ ବାଲି କହିଲା ଚୋର।

ଦେ, ପାରୁଛୁ ଯଦି
ପୋତି ଦେ ବଙ୍ଗୋପ ସାଗର।
ଏଣେତେଣେ ଚାହାଁ ନି
ବୁଲା ଖଣ୍ଡା ଆଖିବୁଜା।

ବୁଝତେ ପାରବେ
ବୋଲତେ ବି ପାରବେ।
ସୁଗର ପେସେଣ୍ଟ, ଏଖେନ
ରସଗୋଲାଥି ମରବେ।

2

କାହାର?
ଦୁଧକା ଦୁଧ
ପାନିକା ପାନି
ବାରି ହୋଇଗଲା।

ରାତି ଜଗୁଆଳି କନ୍ଦା କହିଲା
ଦିନବେଳା ଯାହା ହୋଇଥିବା ଆଜ୍ଞା
ରାତିରେ ତ ମତେ ନିଦ ଲାଗିଥିଲା।

ଆଉ ସାରା ଦିନ ଛେଳିମେଣ୍ଢା
ଗାଈବଳଦ ଭର୍ତ୍ତି ଏରିଆ,
ନୂଆ ନୂଆ ଲଗା ହୋଇଥିବା
ଛନଛନିଆ ପତ୍ରସବୁ ସ୍ୱାହା।

ୱକ୍ତକା ଖେଲ ସବକୁଛ୍
ଟଙ୍କ ମିସ୍ତ୍ରି କହିଲା
ଜୟନ୍ତୀ ହୋଟେଲ ବନ୍ଦ ଥିଲା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
30/7/2019

Monday, July 29, 2019
Topic(s) of this poem: sweet
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success