ଖିଆଲ କଲା
କବି ଖିରସିଧୁଁ
ମାମୁର ଝିକେ,
ବାଧଲା କାଁ ଜେ
ତମକେ!
ମୁରୁଖ ନିସେକେଁ ତମେ
ଜେନ କହେଲ
କାଁଜେ ବିହା
ନେଇଁ ହେମି ହେତାକେ।
ମହାମୁରୁଖ ହେମାନେ
ତମରଆଡେ ଉଲଦିହେଲେ
ଜେନମାନେ।
ମାମୁର ଟୁକେଲ
ତୁମର କେଁଲାଗେ?
କହେବେ ଆଏଲେନ
ମୋର ଖିରସିଧୁଁ ଭାଏ।
କବି ଆଏ ମୋର ଭାଏ,
ଠିକ୍ କେ ଠିକ୍ କହେବେ,
ତମକେ ବାଧଲେ
ହେଟା କାଁ କରବେ!
ହସଖିଆଲକେ
କରବା କେଁ ମନା କିଏ
ଫେର କବିକେ?
This poem has not been translated into any other language yet.
I would like to translate this poem