1
ବଲାଙ୍ଗୀର ନୂଆପଡା କଳାହାଣ୍ଡି କଣ ଓଡିଶାର ନୁହଁ?
ସୁବ୍ରତ ବାଗଚୀଙ୍କୁ ଏସବୁ ଜିଲ୍ଲାର ଖବର ଦିଆ ଯାଉ ନି?
ସତ ଲୁଚାଇ ଛୋଟିଆ କର୍ମଚାରୀଗଣ ଅନୈତିକ ଲାଭରେ ମସ୍ତ!
2
ଆଶ୍ଚର୍ଯ୍ୟ, ଓଡିଶା ବାହାରୁ ବହୁତ ଲୋକ
ଫେରୁଛନ୍ତି ବିଭିନ୍ନ ଜିଲ୍ଲାକୁ,
ଖବର ନାଇଁ ପ୍ରଶାସନ ପାଖରେ!
ସିଧା ଆସି ମିଶି ଯାଉଛନ୍ତି
ପରିବାର ସମାଜ ସହିତ।
କଟକଣା!
This poem has not been translated into any other language yet.
I would like to translate this poem