କବିତା ଉପରେ ଅବଶ୍ୟ ରଖିଥାଅ ନଜର, Keep Eyes On Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ଉପରେ ଅବଶ୍ୟ ରଖିଥାଅ ନଜର, Keep Eyes On Poetry

Rating: 5.0

ଖୋଜୁଛ ଚମକ? ପାଇବ କୋଉଠି?
ତମ ଆଶା ତମ ଭରସା ରଖି ଥ ସାଇତି।

କବିତା ଉପରେ ଅବଶ୍ୟ ରଖିଥାଅ ନଜର,
ଗଣିବା ଆବଶ୍ୟକ ନାଇଁ ଦିନ ମାସ ବର୍ଷ।

ରିହାତିରେ କଣ ରଖିଛ ବିଶ୍ୱାସ?
ଭିନ୍ନ ବାଟରେ ଯାଉ ଯାଉ ପଡିବ ଆଖି
ଅଛି ଯୋଉଠି ଯୋଉଠି ଆକର୍ଷଣୀୟ ଜିନିଷ।

ଜୀବନ ଅଛି ତମଠି କରୁ ନି କେହି ଅସ୍ୱୀକାର।
ମଳିନ ଦିଶିଆସିଲାବେଳେ ପୁଣି ନୀଳ ଲାଲ ଜହ୍ନ ଦେଖି
ପାଇଯିବ ଯେତିକି ଯାହା ବଂଚିଯିବାକୁ ଯଥେଷ୍ଟ।

ବିଗିଡିବାର ନାହିଁ କିଛି ଦେଖ
ପୁଣି ପବନ ସଜାଡି ନେଉଛି ଘୋଷଣା କରିଦେଇ
ଅଛି ସେ ସେଇଠିଇ ଖାସ୍ ତୁମକୁ ରଖିବାକୁ ସୁଖରେ
ଯାହାର ପ୍ରମାଣ ରଖିଛି ସବୁଠୁ ଉପରେ।

Wednesday, January 31, 2018
Topic(s) of this poem: poetry
POET'S NOTES ABOUT THE POEM
poetry is there to repair life, just wait and see
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success