Khali sabda,
Khali jaagaa,
Khali aprakashya,
Sabu jibana, aau
Jibana mahaana.
Jibana mahaana,
Premare, Satyare
Bhitare aau
Bahare samastanka pain.
Samastanka pain, mate
Ucharibaaku dia sabda,
Nuhen khali, kintu
JIbana mulyare
Sabubele sabuthare..
In Odia or Brahmi script;
ଖାଲି ଶବ୍ଦ - ଜୀବନ
ଖାଲି ଜାଗା
ଖାଲି ଅପ୍ରକାଶ୍ୟ,
ସବୁ ଜୀବନ ଆଉ
ଜୀବନ ମହାନ୍ ।
ଜୀବନ ମହାନ୍
ପ୍ରେମରେ ସତ୍ୟରେ
ଭିତରେ ଆଉ ବାହାରେ
ସମସ୍ତଙ୍କ ପାଇଁ ।
ସମସ୍ତଙ୍କ ପାଇଁ ମତେ
ଆଚ୍ଚାରିବାକୁ ଦିଅ ଶବ୍ଦ
ଖାଲି ନୁହଁ, କିନ୍ତୁ ମୂଲ୍ୟ
ସହିତ ସବୁବେଳେ
ସବୁଠାରେ ।
life is never empty words or empty space