Khola nahin paati
Mu tumaku sunibaaku
Chahen nahin.
Aethare thakanka sttana nahin.
Apariki, chahen nahin tuma muhan dekhibaaku.
Jie bi hua tume
Tumar dhana khyamataaku
Mu kare naa khatir.
Akaaki chhadi dia mate.
Aauthare aasa nahin
Prema pain, satya pain.
Jouthi achhi
Jemiti jaha sethi chhadi dia,
Mu aatma trupti bhitare
Achhi mo soshare mo bhokare.
-
In Odia script;
ଖୋଲ ନାହିଁ ପାଟି
ମୁଁ ତୁମକୁ ଚାହେଁ ନାହିଁ ଶୁଣିବାକୁ ।
ଏଠାରେ ଠକଙ୍କ ସ୍ଥାନ ନାହିଁ ।
ଏପରିକି, ଚାହେଁ ନାହିଁ ମୁଁ ତୁମ ମୁହଁ ଦେଖିବାକୁ ।
ଯିଏ ବି ହୁଅ ତୁମେ, ତୁମର ଧନ, କ୍ଷମତାକୁ
ମୁଁ କରେ ନା ଖାତିର ।
ଏକାକୀ ଛାଡି ଦିଅ ମତେ ।
ଆଉ ଥରେ ଆସ ନାହିଁ
ପ୍ରେମ ପାଇଁ ସତ୍ୟ ପାଇଁ ।
ଯୋଉଠି ଅଛି ଯେମିତି ଯାହାଯସେଠି
ସେମିତି ଛାଡିଦିଅ, ।
ମୁଁ ଅଛି ଆତ୍ମ ତୃପ୍ତିରେ
ମୋ ଶୋଷରେ ମୋ ଭୋକରେ ।