Tume srusti kara,
Tume kara parichalanaa,
Tume kara dwansa,
Kintu kounashi bagare
Mu prabhabita nuhen,
Mora kana achhi
Mora kichhi nahin.
In Odia lipi Brahmi script;
କିଛି ନାହିଁ
ତୁମେ ସୃଷ୍ଟି କର
ତୁମେ କର ପରିଚାଳନା
ତୁମେ କର ଧ୍ଵଂସ
କିନ୍ତୁ କଉଣସି ବାଗରେ
ମୁଁ ନୁହେଁ ପ୍ରଭାବିତ,
ମୋର ଅଛି କଣ,
କିଛି ନାହିଁ ମୋର ।