ପାରିବି ନି କହି
ଅଧିକ ଶକ୍ତିଶାଳୀ କିଏ
ଏବଂ କେମିତି କିନ୍ତୁ
କହିବି ଜରୁର,
ତମକୁ ଆଉ ମତେ ଛାଡିଦେଲେ
ଆଉ ନାହିଁ ଏଠି କେହି
ନାହିଁ ଏଠି କିଛି।
ଆଉ ଆମ ଉଭୟଙ୍କୁ ଜଣା
କେହି କାହାଠୁ ନୋହୁଁ
ଆମେ ଭିନ୍ନ।
ଆଉ କହିବି କିଏ କୋଉଠି
କଣ କରୁଛି, ବାହାରୁଛି
କଣ ଅର୍ଥ, ମାନେ ନାହିଁ
ସେସବୁର ଏଠି।
English rendering;
I can't say
Who is more powerful
And how,
But I must say
No other one is here,
Nothing is here,
Besides us here.
And it is well known to us both
We are not separate
From one another.
And I would say
Who is doing what
And where,
What meaning is
Coming forth,
No meaning is here,
Though.
This poem has not been translated into any other language yet.
I would like to translate this poem