ଇନ ଏନ୍ତା ହଉଛେ,
ଛିଡଲା ପୁଡଲା ସବୁକେ
ଗଁଠେଇ କରି କଲା କିଟ କିଟ
ଅଁଧାର ଭିତରେ
ମହାଭାରତ ରଚୁଛେ
ଭିତରେ ଭିତରେ ।
ଇନ ଏନ୍ତା ହଉଛେ,
ନିଜର କଥା ନେଇଁ
କହେବାର ଯିଏ କହୁଛେ
ଦୁସରା ଲୋକମାନକୁ
କାଏଁ କାଏଁଟା ଘଟିଛେ
ତୁମରନିକେ ।
ଇନ ଏନ୍ତା ହଉଛେ,
କୁଆଁରୀ ବତଉଛେ କେନ୍ତା
ରହେବା ବିହା ହେଲା ଟୁକେଲ ।
This poem has not been translated into any other language yet.
I would like to translate this poem