କିଏ କିଏ ଅଛରେ କେନ କେନ
ରାଏତ୍ ଅଧେନୁ ଉଠିକରି
ରଡସି ମୋର୍ ମା,
ସଭେ ତ ପଡିଛନ୍ ସୁଇ,
ଚେତ୍ ଚାତ୍ ନେଇଁ କାହାରି,
କେନ୍ କହେବା ରହ ଗୋ
ଜଉଛେଁ କରିଦେମି ତୋର କାମ୍ ।
ଜଲିଆ ବସିଥିସି ରାଏତ୍ ସାରା,
ହେଲେ, ଲାଗିନେଇଁ ଥାଏ ଗୁଟେ ଝୁରି ।
ମନ ହଉଥିସି ଇତିତାହିଁ
ପେରେମ ଜଉଥିସି ମରି ।
ହଏରେ ଉକିଆ ଗଲୁ କାହିଁ,
ଫେର ଫିରିକରି ଖୁଜବାରକାଜେ
ସମିଆ କାହାରନେ ନାଇଁ ।
This poem has not been translated into any other language yet.
I would like to translate this poem