ମୁଇଁ ମୋର୍ ଭାଷାନେ (Kosli) I Am In My Language Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଇଁ ମୋର୍ ଭାଷାନେ (Kosli) I Am In My Language

କହେମି,
କହେମି ତ
ମୁଇଁ ମୋର୍ ଭାଷାନେ,
ନେଇଁ କହେମି କେନ୍ତାକରି,
ମୁଇଁ ପରେ ଫ୍ରି,
ଇ ମାଟି ଉପରେ
ମୋର୍ ଜନମ୍ ।
ଜେନ୍ ତା ବୁଝୁଛ ବୁଝ
ମୋର କଥା ମାଟିର କଥା
ମୁଇଁ ତ କହେତେଲ ଜିମି ଏକା ।
କେନ୍ତା ନେଇଁ କହେମି,
ଜାନୁନ୍ ସଭେ କେଁଟା ସତ୍,
ବୁଝୁନ୍ ନିଜର୍ ନିଜର୍ ପୋଜିସନ୍ ।
ବେଲ୍ ଦେଖିକରି କହେବେ ନ ସଭେ,
ଆରୁ ସଭେ ଘାଏକେ ଫୁଟାବେ
ଟୁଁଡ ବଏଲେ ତୁଲିଆ ଚିରି
ହେଟା ପଲାଲ ନ, ଜାନି ଥ ।
ମୋର ଖଉଛ, ମୋର ପିଉଛ ଆରୁ
ମୋର ଭୁରସି ବୁଡଉଛ ମୋରଠାନେ, ନେଇଁ?
ରହ ରହ, ଦେଖବ ଦେଖବ
ମରବ, କହି ନେଇଁ ପାର, ପଲାମି ।

Monday, August 21, 2017
Topic(s) of this poem: language,state
POET'S NOTES ABOUT THE POEM
Kosli is an ancient language, at present mostly used in western Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success