ମୋର୍ ମା ମରୁଛେ,
ମରୁଛେ ଛଟକି ଛଟକି
ଆରୁ ଦେଖୁଛେଁ ମୁଇଁ,
କିଛୁ କରିପାରବାର ନାଇଁ ।
କହୁଛେ ଡାକତର୍
ହେଟା ହେନ୍ତା ହେବା ନ
ନିଜର ପିଲାଛୁଆ ହେଲେ ଅପାରୁ
ଭୁରସି ବୁଡଲା ନ ।
This poem has not been translated into any other language yet.
I would like to translate this poem
about the mother, mother dies due to inefficiency of the children