ତୋର ଧାନକେ
ତୋର ମୁଢି
ଦେ କେଁଉଟେନ
ଭୁସକରି ।
କହେଲା କାଣା?
ଦେଲିଁ!
ଦେଲୁ କାଣାରେ ମୋର ବୁଆ?
ଦେଲୁ କାହାରଟା?
ଚିଙ୍ଗରି ଚିପଲେ
ମୁଡେ ଗୁହୁ,
ଟୁଁଡ ଫୁଟଉଛେ
ଆଁପରି ହଉ ।
ହେଲା ବଏଲେ
ଜମଜଁରା ତକେ ନଉ ।
This poem has not been translated into any other language yet.
I would like to translate this poem