Language-Less And Others ଭାଷାହୀନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Language-Less And Others ଭାଷାହୀନ

Rating: 5.0

1.

ପତନ ସୁନିଶ୍ଚିତ,
ସମୟ ଉପଗତ ।
ଆଉ ଖେଳିଥାନ୍ତ?
ଆମେ କିନ୍ତୁ, ତୁମ
ଖେଳରେ ନୟାନ୍ତ ।
ସେତିକି ଥାଉ,
ବେଲୁନ ଫାଟୁ,
ଆକାଶ ଭାସୁ ।

2.

ମୋର କିଛି କାମ ନାହିଁ
ଆଉ ଏ ଦେହର କିଛି କରିବାର ନାହିଁ।
ମୁଁ ଏ ଦେହ ନୁହଁ
ଆଉ ନୁହଁ କିଛି ମୋର ।

3.

ଆମ ଲୋକେ
ଭାଷାହୀନ, ଶବ୍ଦହୀନ ।
ଆସ ଦେବା ଭାଷା ।
ଭାଷା ଦେବାକୁ
ଆସିବ ନି ଯିଏ
ରଖିବା ନି ତାକୁ
ରାଜ୍ୟରେ ।
ଆସ ମୁଣ୍ଡଟେକି
ଛିଡାହେବା
ଆମ ନିଜ ମାଟିରେ ।
କହିବା ମା କୁ ମା,
ଛାଡିଦେବା ନି
ଅବହେଳା କରି
ଅମଣିଷ ଭେଲିରେ ।

Friday, March 24, 2017
Topic(s) of this poem: language
COMMENTS OF THE POEM
Gajanan Mishra 24 March 2017

language is a must for a state for its identity.no one has power to take away the language from the peoplke.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success