1.
ଲାସ୍ ଭେଗାସ୍, କଣ ହେଲା?
ଗଣ ସଂହାର,
ମାନବିକତାର ହତ୍ୟା ।
ସବୁଠୁ କ୍ଷତିଗ୍ରସ୍ତ ଆମେରିକା,
କଳଙ୍କିତ ଅଧ୍ୟାୟ,
ନାହିଁ ଆଉ ମଣିଷର ପରିଚୟ ।
2.
ସଙ୍ଗୀତ ଆସର ନୁହେଁ
ମୃତ୍ୟୁର ଲୀଳାକ୍ଷେତ୍ର,
ମନେରଖ ଆମେରିକା ।
ବନ୍ଧୁକ ଗୁଳି ବୋମା
କିଛି ପାରିବ ନି କରି,
ଝଲଝଲାତ୍ ଆଲୁଅ
ଦେଉଥିବ ସଦା
ସୃଜନଶୀଳ କବିତା ।
This poem has not been translated into any other language yet.
I would like to translate this poem