ବଂଚିବାକୁ ଦିଅlet Other Live Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବଂଚିବାକୁ ଦିଅlet Other Live

Rating: 5.0

କିଏ କହୁଛି ହର ହର ମହାଦେବ,

କିଏ କହୁଛି ରାଧେ ରାଧେ,

କିଏ କହୁଛି ଜୟ ଶ୍ରୀରାମ,

କିଏ କହୁଛି ହରେ କୃଷ୍ଣ,

କିଏ କହୁଛି ଆଲ୍ଲା ହୋ ଆକବର,

କିଏ କହୁଛି ଭାରତମାତା,

କିଏ କହୁଛି ବନ୍ଦେ ଉତ୍କଳ ଜନନୀ,

କିଏ କହୁଛି ଜୟ କୋଶଲ,

ସବୁଥିରେ ମୁଁ ଅନୁଭବିଛି ଆନନ୍ଦ,

ସବୁଥିରେ ରହିଛି ସୁଖ ଆଉ

ସବୁ ପ୍ରକାରର ମଙ୍ଗଳ,

ଅଛି ଯଦି ସେଥିରେ ମଣିଷତ୍ୱ,

ଅଛି ଯଦି ସାଇ ଭାଇ ପ୍ରେମ ପ୍ରୀତିର ମାଧୁର୍ଯ୍ୟ,

ଜୀବନରେ ଅଛି ଭରପୁର ସୌନ୍ଦର୍ଯ୍ୟ,

ନିଜେ ବଂଚ ଆଉ ଅନ୍ୟକୁ

ବଂଚିବାକୁ ଦିଅ,

ବାଣ୍ଟିକୁଣ୍ଟି କର ଉପଭୋଗ ସକଳ ସୁଯୋଗ।

POET'S NOTES ABOUT THE POEM
written in odia language. Odia is the official language of Odisha India. It is about life, live and let live
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success