କେହେନସିଆଡୁ କିହେ
ନେଇଁ ଆଏବାର
କେନ୍ତାଗା ଆଏଜ?
ସୋରସବଦ ନେଇଁ କାହାରିର,
କିଏ କେନ ଅଛନ,
ହେଟା ଭି ପତା ନେଇଁ।
କାଁ ହେଲାଜେ
ଏତକି ଦୁଖି ମୁଇଁ!
ମକେ ଜନା ଅଏନକରି
ସୁଇନସୁକବାସି ଇନର
ଇ ପଁଡାମୁଁଡାର ସଭେ।
ଜେନ ଜିଏ ଅଛନ ଜେନ୍ତା
ଥଉନ, ମନା ନେଇଁ କାହାକେ,
ମୋର ଭି କେଁ ଚାଁଗ୍ ଅଛେ?
This poem has not been translated into any other language yet.
I would like to translate this poem