ମରିକରି ଯିଏ ରହିଗଲା ସ୍ମୃତିରେ
ଆଉ ଯିଏ ବଂଚି ରହି ସ୍ମୃତିରୁ ହଜିଗଲା
ଉଭୟଙ୍କ ଭିତରୁ କିଏ ଥିଲା ନିଜର
କହିବ କିଏ କାହାର ଅଛି ଅନୁଭବ
ଏ ମାଟିରେ ଏତେବେଳେ!
This poem has not been translated into any other language yet.
I would like to translate this poem
An expressive short work! Thanks for sharing.....10+++