ଇନ୍ଦ୍ରଧନୁ
ଗଜାନନ ମିଶ୍ର
ଜୀବନ
ମାୟାରେ ଆଚ୍ଛନ୍ନ
ଇନ୍ଦ୍ରଧନୁର ନିର୍ମାଣ ।
ନିରାଧାର ନୁହଁ
ଅଭାବ ଏକମନ
ମୁଁ ମୋର ଜାଣ।
ସଂଯୋଗ ବିଯୋଗ
ନାହିଁ ଅନ୍ୟାଅନ୍ୟ
ସଂଶୟହୀନ।
ନିତ୍ୟଅନିତ୍ୟ
ଯନ୍ତ୍ରିତ ସର୍ବଜନ
ଶୂନ୍ୟ ଘୋରବନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
03/02/2020
This poem has not been translated into any other language yet.
I would like to translate this poem
Creating rainbow we can get life and stability. This is definitely very nice and lovely poem.