ଅନ୍ଧାରୁଆ ଗହ୍ୱର ଭିତରୁ ବାହାରି
ମୋ ଭିତରର ପକ୍ଷୀ ଡାକୁଛି ମତେ
ଆଉ ମୁଁ ହଁ ହଁ କହି ଯାଉଛି ପାଖକୁ ପାଖକୁ।
ପକ୍ଷୀ କରୁଛି କଣ ଜଣା ତାକୁ
ମୁଁ କିନ୍ତୁ ଅଛି ପକ୍ଷୀ ସହିତ।
ଅଛି ପାଥେୟ କରି ପ୍ରେମ।
ଅଛି ସତ୍ୟରେ।
ସତ୍ୟ ଏଇଟା ଯେ ପକ୍ଷୀ ସହିତ ନାହିଁ
ମୋର କିଛି ସଂପର୍କ।
ସଂପର୍କ ଅବଶ୍ୟ ରଖିଛି ସଂସାର।
କିନ୍ତୁ ସଂସାର ନୁହଁ ମୋର।
ସଂସାରରେ ନାହିଁ ଆଲୁଅ।
- -
English rendering;
Coming out from the dark cave
The bird is calling,
And saying Oh, yes yes
I am going nearer and nearer.
The birds bird knows
What he is doing,
But I am with the bird.
I am there keeping love
As travelling expenses,
I am there with and in the truth.
Truth is
I have no relations
With the bird.
But relation is there
With the world,
But the world is not mine.
Light is not there in this world.
This poem has not been translated into any other language yet.
I would like to translate this poem