1
ଅଟକେଇବ କିଏ ନବୀନକୁ?
ଆଗତୁରା ଜଣେଇପାର ଶୁଭେଚ୍ଛା!
କହିପାର ଅଭିନନ୍ଦନ ମହାରାଜ!
2
ପଲେ ବିଲୁଆ ଦେଖ ତ
କିଲବିଲ କରିବାରେ ବ୍ୟସ୍ତ
ଗୋଟେ ସିଂହକୁ!
3
ରାସ୍ତା ଥାଉ ନ ଥାଉ
ଯିବାରେ ବ୍ୟସ୍ତ ଯୋଉମାନେ
ବିଜୟ ଟାକିଛି ସେମାନଙ୍କୁ।
4
ସ୍ଥିର ହେଉ ନି କହି,
ତଥାପି ପଡିବ
ଦମ୍ ଦେଖାଇବାକୁ।
5.
ସବୁ ଆଲୁଅର ଆଲୁଅ
ତୁମେ ନୁହଁ କି? ମାୟାପଟଳ ଛେଦି
ମୁଁ ତୁମକୁ ଇ ଦେଖୁଛି।
This poem has not been translated into any other language yet.
I would like to translate this poem