ଅଛି କହୁଛ ଯୋଉଟା
କହିପାରିବ କଣ,
ଆଉ ଯାହା ନ କହୁଛ
ସେଇଟା ଜଣା ମତେ,
ପଚାର ।
ନ ପଚାରିଲେ ବି
ହୋଇଯିବ କହି
ଧ୍ୟାନରେ ଶୁଣ ।
ପରେ କହିବ ନି
ହରେଇଲି ସୁଯୋଗ ।
This poem has not been translated into any other language yet.
I would like to translate this poem