ଥା କି
ନ ଥା,
ଯା
କବି ବୋଲାଉ ଥା ।
କିଏ ବେ ତୁ
ପଚାରି ବୁଝି
ଆସୁ ଥା।
ପଚାର୍
କି
ନ ପଚାର୍
ତୋର୍
ତୁ ଥା ।
କବି
ହୋଇ ଥା ।
ଜୀବନ
ଜିଉଁ ଥା ।
ଥା
କି ନ ଥା,
ନ ଥା
କି
ଥା ।
ପଢୁ ଥା
ଲେଖୁ ଥା
ଭାବୁ ଥା
ଜୀବନ କଥା ।
This poem has not been translated into any other language yet.
I would like to translate this poem
Living is really important here