ତକଲିଫ୍
ଗଜାନନ ମିଶ୍ର
ଦେଖିଚାହିଁ
ଚଲ୍ ପୁତା,
ବିନକୁହେ
କଁଟା ଗୁବସି।
ବଡା କାଡା ସମିଆ,
ହଗିଗଲେ
ଛଁଚବୁ
ଧୁଇରେତି ହବୁ।
ଦେଖିଚାହିଁ
ଚଲ୍ ପୁତା,
ଝୁଁଟେଇ ହେଲେ
ତକଲିଫ୍ ପାଏବୁ
ରକତ ବୁହିବା
କେନ୍ତା ସହିପାରମୁ!
ନେଇଁ ଚିନ୍ତାକର୍,
ନେଇଁ ପଡୁ ଖାଲେ।
କୁଡିଛେ ଜେନ୍
ଖାପି ହେବା
ହେନ ହେଟା ହେ।
ଦେଖବୁ ରହ
ସମିଆ
କାହାକେ ନେଇଁ ଛାଡେ।
ଧରମଆସରେ
କରମ କରତେଲ ଜଉଥା
କିଛୁ ନେଇଁ ହୁଏ!
ହଏବୋ, ହେନ୍ତା
ଟିକେରଚେକ ଚଲତିଫିରତି
ଗୁହୁରିଛାଲ୍
ନେଇଁ ଛାଡତା କେଁ!
ଘବରା ନେଇଁ
ଥା, ଦମ୍ ଧରି।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
09437366644
In English;
Uncalled for
Troubles would come dear.
Time is not favorable
If any wrong
Correct it soon.
We can't tolerate
See your blood
Your injury.
Think not
About anything,
The wicked is to get
His own punishment
By himself.
Time is hard
And to anyone
It would not spare.
Go on doing
Your own work
Nothing would there
To happen.
Worry not dear.
This poem has not been translated into any other language yet.
I would like to translate this poem