ପ୍ରେମ ଆଉ ରଙ୍ଗ Love And Colours Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରେମ ଆଉ ରଙ୍ଗ Love And Colours

Rating: 5.0

ଆଜି ଦିନଟା
ଗଜାନନ ମିଶ୍ର

ସମସ୍ତଙ୍କ ପାଇଁ
ଆଜି ଦିନଟା।
ଆଜି ଦିନରେ
ଆଉ କିଛି ନାଇଁ
ଖାଲି ରଙ୍ଗ ବଣ୍ଟା,
ଖାଲି ପ୍ରେମ ବଣ୍ଟା।
ପ୍ରେମର ରଙ୍ଗ
ସମସ୍ତଙ୍କର
ସମସ୍ତଙ୍କ ପାଇଁ।
ପ୍ରେମରେ ଦଳ କି
ଗୋଷ୍ଠୀ, ଜାତି କି
ଧର୍ମ କିଛି ନାଇଁ।
ଏପରିକି ମାନେ ନା
ପ୍ରେମ ସମୟ କି
ଦିନ ବାର ବର୍ଷ।
ପ୍ରେମକୁ ଛାଡି
କିଏ ପାରେ ରହି
କୋଉଠି କହ!
ପ୍ରେମକୁ ବାଣ୍ଟି ପାର
ଗଛ ସହିତ
ପକ୍ଷୀ ସହିତ
ଆନନ୍ଦରେ
ଆକାଶରେ
ମାଟିରେ।
ଜୀବନକୁ ଗଢିଦିଅ
ପ୍ରେମର ସ୍ରୋତକରି
ଆଉ ବୁହେଇ ଦିଅ
ପ୍ରତିଟି ହୃଦୟରେ
ହୃଦୟରେ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/3/2019

POET'S NOTES ABOUT THE POEM
Let us live with love,each day is a love day full of colours. Written in odia language. Odia is the official language of odisha, india
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success