ପ୍ରେମ-ବଦଳ କରୁଛି କିଏ,
କରୁଛି କେତେବେଳେ!
ପ୍ରେମ ଦିଅ ପ୍ରେମ ପାଅ
ଏମିତି ନାହିଁ ଏ ପୃଥିବୀରେ।
ପ୍ରେମ କଣ କିଏ ଜାଣିଛି ଯେ,
ଜାଣିଲାବାଲା ଆଉ କଣ ଥାଏ ସେଠାରେ!
ପ୍ରେମରେ ବି ହୋଇଯାଏ ଶତ୍ରୃ ସୃଷ୍ଟି,
କିନ୍ତୁ ନ ଥାଏ ପ୍ରେମରେ କଥା କଟାକଟି।
English rendering;
Who is exchanging love
And when exchanging!
Give love, get love,
Such system is not there
In this world.
Who know what is love,
The man who knows
would stay no more.
In love, enemy is created,
But contradiction of words
Or hot exchange of words
Are not there.
This poem has not been translated into any other language yet.
I would like to translate this poem