ମହା ରାଷ୍ଟ୍ର
ଗଜାନନ ମିଶ୍ର
ମହା ରାଷ୍ଟ୍ର, ଧୃତ ରାଷ୍ଟ୍ରଆଉ
ଆଉ ଏମାନଙ୍କ ଭିତରେ ଚାଲେ କଣ
କେତେବେଳେ କିଏ ଜାଣିବ କେମିତି!
ଆମର ନାଇଁ ଶକ୍ତି ବୁଝିବୁ
କାହାର କେମିତି କରାମତି!
ଲାଭ ଆମର କିଛି ନାଇଁ
ଖାଲି ହେଉଛି ଲୁକସାନ
ସକାଳୁ ସଂଧ୍ୟା ବାଁ ଡାଁ ଆଉ
ଆମ ଉପରେ ସବାର ହୋଇ
ଏମାନେ ସବୁ କରୁଛନ୍ତି ମସ୍ତି!
କିଏ କରୁଛି ଖାତିର ଲୋକଶକ୍ତି!
ଲୋକମଙ୍ଗଳ ପାଇଁ ଅଛି ଯଦି
ମନରେ ଏତେ ଚିନ୍ତା କଣ ଆବଶ୍ୟକ
ଏତେସେତେ ଝଗଡାଝାଣ୍ଟି ତୁଚ୍ଛା
ସଂଖ୍ୟାକୁ ନେଇ ଅନୁପାତ ସେବା ନ କରି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/11/2019
This poem has not been translated into any other language yet.
I would like to translate this poem
Number game and play-politics in Maharashtra, India for power