ଅପରାଧର ମୁଖ୍ୟକାରଣ ଇର୍ଷା,
ଓସକାର ୱାଇଲ୍ଡ କହିଲେ ଯାହା ଠିକ୍ କଥା।
ସତ୍ୟକୁ ପରଖିଲାବେଳେ
ନିଜକୁ ହୁଏ ଜଳା।
ଶଳା, ଶକ୍ତି ନାଇଁ ବୁଝିବ ମଉଳା।
ଯାଃ, ଯିବୁ ଯେଣେ
ମନ ଇଚ୍ଛା ବକିବୁ ତ
ଆପଣା ଖାଲରେ
ଆପେ ପଡି
ମରିବୁ ବାଉଳା।
This poem has not been translated into any other language yet.
I would like to translate this poem
actually envy is the main reasons of all crimes