Manisha, gote jeeba,
Die angabhangiku gurutwa,
Manisha jaane bhalakari
Bipadara sttana o samaya.
Tathapi rahe aaduaalare
Kutila silpibhali,
Anyaku jinibar baata
Jane manisha, tathapi,
Khele nija chhai sahita
Rajanitira koushalare.
-
Odia lipi;
ମଣିଷ, ଗୋଟେ ଜୀବ
ଦିଏ ଅଙ୍ଗଭଙ୍ଗୀକୁ ଗୁରୁତ୍ଵ ।
ମଣିଷ ଜାଣେ ଭଲକରି
ବିପଦର ସ୍ଥାନ ଓ ସମୟ ।
ତଥାପି ରହେ ଆଢୁଆଳରେ
କୁଟିଳ ଶିଳ୍ପୀ ଭଳି ।
ଅନ୍ୟକୁ ଜିଣିବାର ବାଟ
ଜାଣେ ମଣିଷ, ତଥାପି
ଖେଳି ନିଜ ଛାଇ ସହିତ
ରାଜନୀତିର କୌଶଳରେ ।