Satya pain,
Prema pain,
Haata teki mata dia.
Ae pruthibi heuchhi
Dekhaibaa pain
Eka ghara.
Sanga hoi
Aamaku jibaku heba
Mula sahita dura aau dura.
Khayanasttayee mohun aame
Nuhen bi aama karya swalpakaalina.
Kehi bi aamaku
Pratyakhyan karibaaku
Karibeni sahas kouthi bi
Ketebele bi.
Aethisarboitkrusta namunaa heuchhi
Aamar jibana ebam eha ebe aamathi
Aau prastut debaku amruta.
Aame ethi nahun kichhi karibaku.
kintu kodi kodala dhari
Karya aarambha karibu ae pruthibire.
Kounashi dhuli guli brusti
Pariba ni harei aamaku
ae aakash tale aame janichhun.
- -
In Odia lipi;
ସତ୍ୟ ପାଇଁ
ପ୍ରେମ ପାଇଁ
ହାତଟେକି ମତ ଦିଅ ।
ଏଇ ଦୁନିଆଁ ହେଉଛି
ଦେଖାଇବା ପାଇଁ ଏକ ଘର ।
ସାଙ୍ଗ ହୋଇ
ଆମକୁ ଯିବାକୁ ହେବ
ମୂଳ ସହିତ ଦୂର ଆଉ ଦୂର ।
କ୍ଷଣସ୍ଥାୟୀ ନୋହୁଁ ଆମେ,
ନୁହେଁ ବି ଆମ କାର୍ଯ୍ୟ ସ୍ଵଳ୍ପକାଳୀନ ।
କେହି ବି ଆମକୁ
ପ୍ରତ୍ୟାଖ୍ୟାନ କରିବାକୁ
କରିବେ ନି ସାହସ
କୋଉଠି ବି କେତେବେଳେ ବି ।
ଏଇଠି ସର୍ବୋତ୍କୃଷ୍ଟ ନମୁନା
କେଉଛି ଆମର ଜୀବନ ।
ଏବଂ ଏହା ଏବେ ଆମଠି ।
ଆଉ ପ୍ରସ୍ତୁତ ଦେବାକୁ ଅମୃତ ।
ଆମେ ନାହୁଁ କିଛି କରିବାକୁ
କିନ୍ତୁ କୋଡି କୋଦାଳ ଧରି
କାମ ଆରମ୍ଭ କରିବୁ ଏଇ ପୃଥିବୀରେ ।
କୌଣସି ଧୂଳି ଗୁଳି ବୃଷ୍ଟି
ହରେଇ ପାରିବ ନି ଆମକୁ
ଏଇ ଆକାଶ ତଳେ ଆମେ ଜାଣିଛୁଁ ।