ଫେର କହେଲ ଦାଢି କଥା (Matter - Beard) Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଫେର କହେଲ ଦାଢି କଥା (Matter - Beard)

Rating: 5.0

ଦାଢ଼ି
ରଖଲେ ଲୋକ୍ ବଲୁଛନ
କାଁ ହେଲା ଜେ ରଖିଛ,
ଦାଢ଼ି କାଟିଦେଲେ
ଲୋକ୍ ବଲୁଛନ୍
କେନ୍ତା ଦେଲ କାଟି ।

କେନ୍ ବଲୁଛେ ଦାଢି ରଖଲେ
ଦିଶୁଛ ମୋଦି ବାଗିର୍
ଆରୁ କେନ୍ କହୁଛେ
ଗୋପବନ୍ଧୁ ବାଗିର୍
ଦିଶଲ ନ ଏଭେ ।

ମୁଲକି ହସା ଦଉଛେଁ ସଭକୁ
ଆରୁ ଭିତରେ ଭିତରେ କହୁଛେଁ
ମୁଇଁ ରଖଲେ କି ନାଇଁ ରଖଲେ
ତୁମର ଜଉଛେ କି ଅଉଛେ
କହ ତ ଆଘୋ ।

ଇ ଦାଢି କାଏଁ ମୋରଟା
କି ମୁଇଁ ପାରୁଛେଁ ଗଜରେଇ,
ପଚରଉଛ ବଏଲେ
କହେମି ଜରୁର
କାଟବାରଟା ଆରୁ କାଟବାରଥି
ଗୁଁଅଉଛେଁ ସମିଆ
ବନାବାରକାଜେ କିଛୁ
ନାଇଁ ନ ମୋରନେ ଜାନିଛ
ତମେ ଅଏନ କରି ଇନେ ।

ଛି ଛାକର କରୁଛନ ସଭେ
ବନାବାର ବେଲକେ,
କି ଉଠଲାବେଲକେ ଉପରକେ ।

ଖସରିଲେ ତଲକେ
ଟାହିଟାପରା କେତେ
ହେଲେ ଜାନିଛେ ମୁଇଁ
ଉପର ନାଇଁ କି ତଲ ନାଇଁ
ବନାବାର ନାଇଁ କି ଭାଁଗବାର ନାଇଁ
ସୁନବାର ଖାଲି ଅଛେ
ସଭକରନୁ ସବୁ ।

2.

ଫେର କହେଲ ଦାଢି କଥା
ଆରୁ ଇଥିର ଲାଗି ଜାନିଛ ତମେ
କେତେକାଣା ଜେଇଛେ ଘଟି ଇନେ ।
ଦାଢି ଘିଚୁଛେ ଆଗକେ ମତେ
ମୁଇଁ ନେଇଁସେ କିଛୁ
ଇ ଦାଢିର ପାସେ ।
ଦାଢି ଥିଲେ ସୋର ପଡସି
କାଁଥିର ଲାଗି ଅଛେଁ ମୁଇଁ
ଆରୁ ଅଛେ କାଣା କାଣା
କରବାରକାଜେ ମୋରଠାନେ ।
ନାଇଁ ଜାନିଛ ନାଇଁସେ ହେନ୍ତା,
ସବୁ ଜାନିକରି ପଚରଉଛ
ଆରୁ ହେଥିରକାଜେ କହୁଛେଁ
ସୁଧରି ଜ ଦାଢିକେ ଦେଖିକରି ଇନେ ।

2

ଦାଢ଼ିବାଲାକେ
ମୁଇଁ ଡରସିଁ ଦୁରୁ ।
ଇ ଦାଢିବାଲେ,
ଜାନିଛେଁ, ବଦଲାସନ ସବୁ ।
ଦାଢିକେ ସିନା
ଡରବାର ନାଇଁ ନ,
ହେଲେ ଦାଢିବାଲାକେ?
ନି କହେଁ ନ ବାବୁ,
କହେଲେ କହେବ
ଇ ଟା ଗୁଟେ ଅଛେ ଜେ
ବଡା କଥା କହୁଛେ ଦେଖୁନ୍ ।
ଦାଢି ଆରୁ ଦାଢିବାଲା ଭିତରେ
କାଣା ଅଛେ ଜେ ଫରକ
ଜାନିଛ ତ କହ ମୋର କାନ ସୁନୁ ।

Tuesday, February 7, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success