ଅର୍ଥଶୂନ୍ୟ ଶବ୍ଦ,
ଅର୍ଥଶୂନ୍ୟ ଜୀବନ।
ଭଦ୍ର ଆଉ ସଫେଦ,
ଘୋଡା ଆଉ ଗଧ
ଦୌଡର ପ୍ରଭେଦ।
ସୁନ୍ଦରତା ଭିତରେ
ସବୁ କୀଟ।
ଖତେଇ ହେଉଥିବା
କାହାଣୀ ଧରି
ବୀରବାହୁର ରାଜ୍ୟ ଜୟ।
ରାଜ୍ୟ କୋଉଠି?
ବାଧକ ସବୁ ବଦଳ।
ଖୋଜା ଚାଲିଛି ମୂଲ୍ଯ
ସରି ଯାଇଛି ଯୋଉ କନ୍ଦଳ।
This poem has not been translated into any other language yet.
I would like to translate this poem
Nothing is meaningless here, we are to know all