ଲୋକ ଓ ମଦ Men And Liquor Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲୋକ ଓ ମଦ Men And Liquor

Rating: 5.0

ମଦ ମଦ
ଗଜାନନ ମିଶ୍ର

କେମିତି ଅଧିକ ବିକ୍ରି ହେବ ମଦ
ଦେଖିବାକୁ ଅଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି।
କେମିତି ମଦମୁକ୍ତ ହେବ ସମାଜ
ଆନ୍ଦୋଳନରେ ମାଆ ଛୁଆ ସବୁ ଯାଇଛନ୍ତି ମାତି।

ମଦରେ ମଦରେ ତଥାପି ଭାସୁଛି ଗାଁ ଦାଣ୍ଡ
ଆଉ ଘରଘାଟ ସବୁ ସବୁ ଯାଉଛି ଉଜୁଡି।
ମଦ ନ ହେଲେ ନ ଚଳେ ମୁହୂର୍ତ୍ତେ
ସମୟର ପଥେ ନ ଚାଲେ ପ୍ରଗତିର ଗାଡି।

ମଦବାଲା ଦେଉଛି ପ୍ରବଚନ
ମଦବାଲା କରୁଛି ଭଜନ କୀର୍ତ୍ତନ
ମଦ କଳାଟଙ୍କାରେଶିକ୍ଷାଦାନ
ମଦ ମଦ ଫେଣ୍ଟାଫେଣ୍ଟି ଧନ୍ୟ ଜୀବନ!

ପିଅ ପିଅ ପିଅ ମଦ, ବାହାରୁ ଥାଉ ପଦ
ମଦକୁ ମଦ, ମଦ ନ ପିଇଲେ କି ମରଦ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
15/7/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success