Mo khyati mo labha,
Mo grunaa mo prema,
Sabu mo sahita ethi.
Aau semaane mate
Deuchhanti sikhya pratimuhurta.
Mu bahuta sikhgen
Kintu jaha mu sikhen
Paribata kari pare naa
karyare, Dukhaprada nischita.
Mo jibana gotie misrana
Misrana itihasa, sanskruti
Aau prasthara.
Mu sabhinka sahita badhen
Jibanara awhana ku samna karibaku.
In Odia lipi;
ମୋ କ୍ଷତି ମୋ ଲାଭ
ମୋ ଘୃଣା ମୋ ପ୍ରେମ
ସବୁ ମୋ ସହିତ ଏଠି ।
ଆଉ ସେମାନେ ମତେ
ଦେଉଛନ୍ତି ଶିକ୍ଷା ପ୍ରତି ମୁହୂର୍ତ ।
ମୁଁ ବହୁତ ଶିଖେଁ,
କିନ୍ତୁ ଯାହା ମୁଁ ଶିଖେଁ
ପରିଣତ କରି ପାରେ ନା
କାର୍ଯ୍ୟରେ - ଦୁଃଖପ୍ରଦ ନିଶ୍ଚିତ ।
ମୋ ଜୀବନ ଗୋଟେ ମିଶ୍ରଣ
ଇତିହାସ, ସଂସ୍କୃତି ଆଉ ପ୍ରଥାର ମିଶ୍ରଣ,
ମୁଁ ବଢେଁ ସଭିଙ୍କ ସହିତ
ଜୀବନର ଆହ୍ଵାନକୁ ସାମ୍ନା କରିବାକୁ ।