ଜୀବନ ଏଠି
ସଫଳ ଏମିତି,
ପାଦ ତଳେ ମାଟି ।
ମାଟି ଏ ଶରୀର,
ଶରୀର ଯାଉଛି ବଢି
ଆକାଶ ଭେଦି ।
ଆକାଶ ଆକାଶ,
ଜନ୍ମନୀ ଜନ୍ମନୀ
ଆଦିଅନ୍ତ ନାହିଁ ।
କିନ୍ତୁ ଅଛି ମା,
ଅଛି ଭାଷା,
ଅଛି ସ୍ଵପ୍ନ,
ଅଛି ଆଶା
ଅଛି ଭରସା ।
This poem has not been translated into any other language yet.
I would like to translate this poem