Mrutamaane
Ae samaagamaku aasi
Samil hebaar
Anumati nahin.
Ae samaagama
Dabi kare
Maatira bhasha byabahara.
Ar maatira achhi nijaswa sakti.
Aama biswasare achhi ae sakti
Achhi sakti sadhutaare,
Achhi ekatware.
In Odia lipi;
ମୃତମାନେ
ଏ ସମାଗମକୁ ଆସି
ସାମିଲ ହେବାର
ଅନୁମତି ନାହିଁ ।
ଏ ସମାଗମ
ଦାବି କରେ
ମାଟିର ଭାଷା
ବ୍ୟବହାର ।
ଏ ମାଟିର ଅଛି
ନିଜସ୍ଵ ଶକ୍ତି ।
ଆମ ବିଶ୍ଵାସରେ
ଅଛି ଏ ଶକ୍ତି,
ଅଛି ଶକ୍ତି ସାଧୁତାରେ,
ଅଛି ଏକତ୍ଵରେ ।