Mu kshayana sttayee,
Bhasha chirasttae,
Ebe mu byabahara
Karuchhi bhasha.
Mo parichaya
Achhi bhashare,
Ae barta pathaibaku
Chahen mu ebe.
Khara barshaku mu
Karena khatir,
Bhasha pain ladhibaa
Nuhen bi khela.
Priya manisha nia sapatha
Nija bhashaku byabahara kariba pratimuhurta.
ମୁଁ କ୍ଷଣସ୍ଥାୟୀ,
ଭାଷା ଚିରସ୍ଥାୟୀ ।
ଏବେ ମୁଁ ଭାଷା
କରୁଛି ବ୍ୟବହାର ।
ମୋ ପରିଚୟ ଅଛି
ଭାଷାରେ
ଏଇ ବାର୍ତା ମୁଁ ପଠାଇବାକୁ
ଚାହେଁ ମୁଁ ଏବେ ।
ଖରା ବର୍ଷାକୁ
ନାହିଁ ମୋ ଖାତିର,
ଲଢିବା ଭାଷା ପାଇଁ
ନୁହେଁ ବି ଖେଳ ।
ପ୍ରିୟ ମଣିଷ, ଶପଥ ନିଅ,
କରିବ ବ୍ୟବହାର ନିଜ ଭାଷା ପ୍ରତିମୁହୂର୍ତ ।