Mu tumaku dekhe aau mu tumaku paae,
Tume satya.
Tume kana sabu mu kahen
Jharanaa aau pabana.
Mu aase aau mu jaae
Tuma nikataku tuma tharu.
Sabdagudika jaha mu padhe
Tuma pain sabu jaha darakari.
Mu lekhe aau mu rahe
Malaya pain aau aalua pain.
Mu heuchhi sangita mu jharanaa,
Mu jaane samparka rakhibaaku heba akhurna.
In Odia lipi;
ମୁଁ ତୁମକୁ ଦେଖେଁ ମୁଁ ତୁମକୁ ପାଏଁ
ତୁମେ ସତ୍ୟ ।
ତୁମେ କଣ ସବୁ ମୁଁ କହେଁ
ଝରଣା ଆଉ ପବନ ।
ମୁଁ ଆସେଁ ଆଉ ମୁଁ ଯାଏଁ
ତୁମ ନିକଟକୁ ତୁମ ଠାରୁ,
ଶବ୍ଦଗୁଡିକ ଯାହା ମୁଁ ପଢେଁ
ତୁମ ପାଇଁ ସବୁ ଯାହା ଦରକାରୀ ।
ମୁଁ ଲେଖେଁ ଆଉ ମୁଁ ରହେଁ
ମଳୟ ପାଇଁ ଆଉ ଆଲୁଅ ପାଇଁ ।
ମୁଁ ହେଉଛି ସଙ୍ଗୀତ ଆଉ ଝରଣା,
ମୁଁ ଜାଣେ ସଂପର୍କ ରଖିବାକୁ ହେବ ଅକ୍ଷୁର୍ଣ ।