My instrument, my language -
My life, my world.
Let me express myself
In my life.
In my world
I am with all.
In my language
I am free and versatile.
Rendering in Odia language, script is Brahmi;
ମୋ ସାଧନ ମୋ ଭାଷା
ମୋ ଜୀବନ ମୋ ପୃଥିବୀ।
ମୋ ଜୀବନରେ ମତେ
ପ୍ରକାଶିତ ହେବାକୁ ଦିଅ ।
ମୋ ପୃଥିବୀରେ ମୁଁ
ଅଛି ସଭିଙ୍କ ସହିତ ।
ମୋ ଭାଷାରେ ମୁଁ ମୁକ୍ତ
ଆଉ ପ୍ରବୀଣ ।
language is one's own identity