ଭବ୍ୟ ମୋ ଭାଷା,
ସୁନ୍ଦର ସୁଗନ୍ଧିତ, ଶୁଦ୍ଧ, ଶକ୍ତ ।
ବିଗ୍ୟାନ ସମ୍ମତ, ପ୍ରାଣବନ୍ତଭାଷା।
ପ୍ରେମ, ସତ୍ୟ, ବୁଦ୍ଧିଯୁକ୍ତ ମୋ ଭାଷା।
ମୋ ମାଟିରୁ ଆକାଶସାରା ପରିବ୍ୟାପ୍ତ।
ମୋର ଗୋଟିଏ ମା, ଗୋଟିଏ ବାପା,
ଗୋଟିଏ ସ୍ତ୍ରୀ- ସ୍ୱୟଂ ସଂପୂର୍ଣ ମୋର ପୃଥିବୀ।
ଯେତେ ଯିଏ ଯାହା କହିଲେ ବି
ମୋଠି ମୁଁ ମଦନମସ୍ତ, ସଦାନନ୍ଦ।
ମୋ ଭାଷା ମୋ ଅମୃତ।
This poem has not been translated into any other language yet.
I would like to translate this poem
Mother language is like nectar