ମୋର୍ ମା ମୋର୍ ମା ଆଏ My Mother Is My Mother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋର୍ ମା ମୋର୍ ମା ଆଏ My Mother Is My Mother

ତାସନିରେ ଗିଲାସରୁ ଚାହା
ରୁକି ରୁକି ଫୁକିଫୁକି ପିଉଥିଲାବେଲେ
ଏଭେ ଭି ମୋର୍ ମାକେ ଦେଖସିଁ ଯେ
କେଡେ ଖୁସି ଲାଗସି ମତେ।

ବଏଠି ଖୁରିଥି ପଖାଲ ଭାତ୍ ନେସି
ଆରୁ ଗିନାଥି ତୂନ୍।
ସୁଖଲା ଭାତ୍ ହେଇଥିଲେ ନେସି ଥାଲିଥି।

ପୁଜା ପରବ ଦିନେ ପରାତ୍ଥି ଜୁଗାଡସି
ସବୁ ଫଲମୁଲ ଜିଇଁତିଆ।

ଜାଗର ଜାଲସି ରାଏତ୍ ସାରା।
ଧୁପଜାନିଥି ଅଙ୍ଗରା ନେଇକରି
ମଙ୍ଗଲାକେ ଦେସି ଧୁପ୍।

ଛଁଚିଆଥି ଅଢିଆ ଦେସି ।

କରେହିଥି ଭାଜସି କୁଟି ଝୁରି
ଆରୁ ହେତାର୍ ବାସନାଥି
ଚହଲି ଯାଏସି ମନ୍ ।

ମୋର୍ ମା ମୋର୍ ମା ଆଏ।
ସଏଲତା ହେଇକରି ଜଲୁଥିସି
ଆରୁ ଉଜାଲା ଦଉଥିସି ଆମକୁ।

ଆରୁ ଜେତକି ଜେତକି କଥା
ସବୁ କହି ନେଇଁ ପାରବାର ତୁମକୁ।

Monday, December 18, 2017
Topic(s) of this poem: mother
POET'S NOTES ABOUT THE POEM
Mother love is at the top of all
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success