Gajanan Mishra

Gold Star - 449,534 Points (3rd April 19sixty / Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India)

ମୋ ମା ରାନ୍ଧିବ ଭାତ My Mother Would Cooks Rice - Poem by Gajanan Mishra

ସହୋଦର
ଗଜାନନ ମିଶ୍ର

ମୋ ମା ରାନ୍ଧିବ ଭାତ,
ମୁଁ ପାରୁ ନି ବୁଝି
ଇମ୍ରାନ ଖାଁକୁ
କିଆଁ ପଚାରିବ!

ମୋ ଭାଇ
ନିଜ ଘର ଭିତରର
ଅଳନ୍ଧୁ ସଫା କରିବ
ମୁଁ ପାରୁ ନି ଜାଣି
ଈର୍ଷାଳୁ ଆଉ ଅପାରଗ
ପଡୋଶୀଠୁ ଆଣିବ କିଆଁ
ଅନୁମତି ପତ୍ର!

ମୁଁ ମୋର
ଖେଳିବି ବୁଲିବି
ମୋ ବାଡିରେ,
ପାରୁ ନି ବୁଝି
କିଆଁ ହେଉଛି
ତୁମ ପେଟ ଦରଜ!

ଆହା!
ତୁମେ ପରା ମୋର
ସହୋଦର!

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/01/2020

Topic(s) of this poem: life


Comments about ମୋ ମା ରାନ୍ଧିବ ଭାତ My Mother Would Cooks Rice by Gajanan Mishra

There is no comment submitted by members..

Robert Frost

The Road Not Taken



Read this poem in other languages

This poem has not been translated into any other language yet.

I would like to translate this poem »

word flags


Poem Submitted: Tuesday, January 14, 2020



[Report Error]