ମୋର ପଥ ସତ୍ୟ ଆଉ ପ୍ରେମ My Path Is Truth And Love Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋର ପଥ ସତ୍ୟ ଆଉ ପ୍ରେମ My Path Is Truth And Love

ଦରକାର ନାଇଁ
କିଛି କରିବା ମୋ ପାଇଁ ।

ଅବଶ୍ୟ ମୁଁ ଯିବି,
ଆଉ ମୋ ପଛେ ପଛେ,
ନାଇଁ ତ ଆଗେ ଆଗେ,
ଯିବ ତୁମେ ବି ।

ତୁମେ ଜାଣ,
ଜାଣେ ମୁଁ ।

ଆମେ ଚାହିଁଲେ ବି
ପାରିବା ନି ଲୁଚାଇ,
କେହି କିଛି ।

ଖୋଲା ମନରେ
ଖୋଲା ହୃଦୟ,
ଆମକୁ ରହିବାକୁ ହେବ,
ଯେମିତି ହେଉ ଏଠାରେ ।
ଆମେ ସତ୍ୟରେ,
ସତ୍ୟ ଆମ ପାଖରେ ।

ସତ୍ୟର ନ ଥାଏ ଆଶା,
ପ୍ରେମର ନ ଥାଏ ଆଶା,
ମୋର ପଥ ସତ୍ୟ ଆଉ ପ୍ରେମ
ଆଉ ମୁଁ ଏଠି ସ୍ଵୟଂସଂପୂର୍ଣ ।

Wednesday, May 3, 2017
Topic(s) of this poem: truth
POET'S NOTES ABOUT THE POEM
The poem is written in odia language, Odia is the official language of Odisha, India. The meaning is since I am on the path of truth and love, I need nothing more.I am self-sufficient.
COMMENTS OF THE POEM
Gajanan Mishra 03 May 2017

love and truth are two path of my life.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success