1.
କହି ବସିଲାବେଳକୁ କଣ କିଛି
ତୁମ ଦୃଷ୍ଟି ଯାଉଛି କିଆଁ ଆଉ କୁଆଡକୁ ।
କିଏ ଅଛି କି ଆଉ କୁଆଡେ ମୋ ଛଡା?
2.
ମୋ କବିତା ପଢ ଆଉ ରହ ଦୋଷଶୂନ୍ୟ,
ସତ୍ୟକୁ ବୁଝ ଆଉ ରହ ଦୋଷଶୂନ୍ୟ,
ତୁମେ ଯାହା ଗ୍ରହଣ କର ଆଉ ରହ ଦୋଷଶୂନ୍ୟ ।
3.
ମାଗିଲେ ଭାତ ଦେଉଛ ଲାତ
ତୁମ ପ୍ରେମ ମୋ କପାଳ ବାମ
ନ କୁହ କିଛି କହିଲେ ଆସୁଛି ମାଛି
ତୁମ କଥାରେ ମା ମାଟିର ମରଣ ଲେଖା ଅଛି ।
This poem has not been translated into any other language yet.
I would like to translate this poem