ମୋ କବିତା ଆଉ ଅନ୍ୟର କବିତା My Poems And Poems Of Others Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋ କବିତା ଆଉ ଅନ୍ୟର କବିତା My Poems And Poems Of Others

Rating: 5.0

ଅନ୍ୟ କାହାର କବିତା ନୁହଁ ମୋର
ଗଜାନନ ମିଶ୍ର

ଶୁଣ ମହେଶର,
ଅନ୍ୟ କାହାର କବିତା
ନୁହଁ ମୋର।
ଅତି ସାଧାରଣ ମୁଁ
ମୁଁ ଉଡିବା ଜାଣି ନି
ଉଡନ୍ତି କେମିତି
ଶିଖା ଯାଇ ନି ମତେ।
ମୋର ସଂଘର୍ଷ
ମୋର ଲୁହ
ମୋର ହୋଇ ଅଛି
ମୋ ପାଖେ
ଏମିତି ସାରାଦିନ।
ଦୟା କାହାଠୁ
ଚାହୁଁ ନି।
ଅବୁଝା ନୁହଁ
ମୋର ମନ।
ମୋଠି ମୁଁ
ନିଆଁ ହୋଇ
ପାଣି ହୋଇ
ମାଟି ହୋଇ
ଆକାଶ ହୋଇ।
ସବୁକୁ ନେଇ
ମୋର କବିତା,
ମୋର କବିତା ଛଡା
ଅଛି କି ଏଠି
ଆଉ କାହାର?

ତପୋବନ, ଟିଟିଲାଗଡ, ବଲାଙ୍ଗିର
11/12/2019

Wednesday, December 11, 2019
Topic(s) of this poem: poems
COMMENTS OF THE POEM
Tapaswini dash 11 December 2019

Great write great poem

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success